‘୭ ଦିନରେ ସତ୍ୟପାଠ ଦିଅ, ନହେଲେ କ୍ଷମା ମାଗ..’: ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଅଲ୍ଟିମେଟମ

‘୭ ଦିନରେ ସତ୍ୟପାଠ ଦିଅ, ନହେଲେ କ୍ଷମା ମାଗ..’: ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଅଲ୍ଟିମେଟମ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ ମତଦାନ ସୂଚୀକୁ ନେଇ ସେ ଯେଉଁ ଅଭିଯୋଗ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ । ଯଦି ସେ କରୁଥିବା ଦାବିର ପ୍ରମାଣ ଅଛି, ତେବେ ସାତ ଦିନ ଭିତରେ ଶପଥପତ୍ର (ସତ୍ୟପାଠ) ଦିଅନ୍ତୁ,…

Read More
NDA ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସିପି ରାଧାକୃଷ୍ଣନ

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସିପି ରାଧାକୃଷ୍ଣନ

ଭୁବନେଶ୍ୱର : ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି କି, ସିପି ରାଧାକୃଷ୍ଣନ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ଏହା ପୂର୍ବରୁ ସେ ଝାଡ଼ଖଣ୍ଡର ବି ରାଜ୍ୟପାଳ ଥିଲେ । ସେ ୪୦ ବର୍ଷ ଧରି ରାଜନୀତିରେ ରହିଛନ୍ତି । ଏହାସହ ସେ…

Read More