“ଯଦି ମୋର କିଛି କ୍ଷତି ହୁଏ…” : ବ୍ରିଜଭୂଷଣଙ୍କ ବିରୋଧରେ ବିନେଶ ଫୋଗାଟ୍ଙ୍କ ସାଂଘାତିକ ଖୁଲାସା, ଜାଣନ୍ତୁ କ’ଣ ରହିଛି ପୂରା ଘଟଣା
ନୂଆଦିଲ୍ଲୀ, ୫ ମଇ ୨୦୨୬: ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ ପୁଣି ଥରେ ନିଜ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବିନେଶ କହିଛନ୍ତି ଯେ, ବ୍ରିଜଭୂଷଣଙ୍କ ବିରୋଧରେ ମୁହଁ ଖୋଲିବା ତାଙ୍କ ପାଇଁ ଜୀବନ ଓ ମରଣର ପ୍ରଶ୍ନ ହୋଇଯାଇଛି। ଭୟ ଏବଂ ହଇରାଣ ହରକତର ଅଭିଯୋଗ ବିନେଶ ଫୋଗାଟ୍ଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି…