ଓଡିଶାର ଇଞ୍ଜିନିୟରଙ୍କ ଉପରେ ଭିଜିଲାନ୍ସ ଚଢାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର, ସହଯୋଗୀ ମଧ୍ୟ ମିଳିତ ସମ୍ପତ୍ତିରେ ଜଡିତ

ଓଡିଶାର ଇଞ୍ଜିନିୟରଙ୍କ ଉପରେ ଭିଜିଲାନ୍ସ ଚଢାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର, ସହଯୋଗୀ ମଧ୍ୟ ମିଳିତ ସମ୍ପତ୍ତିରେ ଜଡିତ

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ବିଭାଗ ଆର୍ ଆଣ୍ଡ ବି ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ସମ୍ପତ୍ତି ତଦନ୍ତରେ ତାଙ୍କ ସହକର୍ମୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଛି। ଭିଜିଲାନ୍ସ ବିଭାଗ ଜେନାଙ୍କ ସମ୍ପତ୍ତି ଉପରେ ଚଢାଉ କରିବା ପରେ ଆଉ ଜଣେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ମଧ୍ୟ ନଜରକୁ ଆସିଥିଲେ ଏବଂ ଜାଣିବାକୁ ପାଇଲେ ଯେ ସେମାନେ ଉଭୟେ କସ୍ମୋପଲିସ୍ ଆପାର୍ଟମେଣ୍ଟର 16 ମହଲାରେ ସେମାନଙ୍କ ପତ୍ନୀଙ୍କ ନାମରେ ଏକ 4-BHK ଫ୍ଲାଟ୍…

Read More
ବାଲେଶ୍ବର ଛାତ୍ରୀ ଆତ୍ମାହୁତି: ଜୀବନ ଯୁଦ୍ଧରେ ହାରିଗଲେ

ବାଲେଶ୍ବର ଛାତ୍ରୀ ଆତ୍ମାହୁତି: ଜୀବନ ଯୁଦ୍ଧରେ ହାରିଗଲେ

ଭୁବନେଶ୍ବର: ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍‌ ଡେଥ୍‌) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଅନ୍ୟାୟ ବିରୋଧରେ ଲଢ଼ିଥିବା ଏହି ମୋଧାବିନୀ ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି। ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି। ୧୨ ତାରିଖ ମଧ୍ୟାହ୍ନରେ…

Read More
ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ଓ ବାମପନ୍ଥୀ ଦଳ। ଏନେଇ ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ସେ କହିଛନ୍ତି, ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ଆମର ଆତ୍ମାର ସଦ୍ଗତି କାମନା କରିବେ।  ଏଥିରେ ବାମପନ୍ଥୀ ଦଳ ଓ ଏନସିପି ସାମିଲ ହୋଇଛନ୍ତି। ୮ଟି ଦଳ…

Read More
ପୁଞ୍ଜିନିବେଶ ନାଁରେ ୧୦ ଲକ୍ଷ ଠକେଇ: ଓଡ଼ିଶାରୁ ବେଙ୍ଗାଲୁରୁ ଯାଏଁ ଲମ୍ବିଛି ଚେର, ୩ ସାଇବର୍‌ ଠକ ଗିରଫ

ପୁଞ୍ଜିନିବେଶ ନାଁରେ ୧୦ ଲକ୍ଷ ଠକେଇ: ଓଡ଼ିଶାରୁ ବେଙ୍ଗାଲୁରୁ ଯାଏଁ ଲମ୍ବିଛି ଚେର, ୩ ସାଇବର୍‌ ଠକ ଗିରଫ

ଭୁବନେଶ୍ବର: ଟଙ୍କା ନି‌ବେଶ ନାଁରେ ଲୋକଙ୍କୁ ଚୂନ ଲଗାଉଥିବା ୩ ସାଇବର୍‌ ଠକଙ୍କୁ ଭୁବନେଶ୍ବର ସାଇବର୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସିଦ୍ଧାର୍ଥ ପୂଜାରୀ, ଅବିନାଶ ସାହୁ ଓ ବିବେକ ସିଂ। ଏହି ୩ ସାଇବର ଠକ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବେଳେ ସେମାନଙ୍କ ଆକାଉଣ୍ଟରୁ ୫ ଲକ୍ଷ ୩୦ ହଜାର ଟଙ୍କା ଫ୍ରିଜ୍‌ କରାଯାଇଛି। ସେମାନଙ୍କଠାରୁ ଏକାଧିକ ଏଟିଏମ୍‌ କାର୍ଡ ଓ ପ୍ୟାନ୍‌ କାର୍ଡ, ୭ଟି ଚେକ୍‌ବୁକ୍‌, ଗୋଟିଏ ଲେଖାଏଁ…

Read More
ଜବରଦଖଲରେ ସରକାରୀ କ୍ବାର୍ଟର୍ସ: ତାଲା ଭାଙ୍ଗି ମାଡ଼ି ବସୁଛନ୍ତି, ସାଧାରଣ ପ୍ରଶାସନ-ପୂର୍ତ୍ତ ବିଭାଗ ଚୁପ୍‌

ଜବରଦଖଲରେ ସରକାରୀ କ୍ବାର୍ଟର୍ସ: ତାଲା ଭାଙ୍ଗି ମାଡ଼ି ବସୁଛନ୍ତି, ସାଧାରଣ ପ୍ରଶାସନ-ପୂର୍ତ୍ତ ବିଭାଗ ଚୁପ୍‌

ଭୁବନେଶ୍ବର: କେଉଁ କ୍ବାର୍ଟର୍ସରେ ବାଉଁଶ ଓ ବେତ ବ୍ୟବସାୟୀ ତ କେଉଁଠି ଗୁପ୍‌ଚୁପ୍‌। କେଉଁଠି ହୋଟେଲ୍‌ ଚାଲିଛି ତ ଆଉ କେଉଁଠି ଷ୍ଟୋର‌୍ରୁମ୍‌ ପାଲଟିଛି ସରକାରୀ କ୍ବାର୍ଟର୍ସ। କିଛି କ୍ବାର୍ଟର୍ସ ଆଗରୁ ତାଲା ପଡ଼ିଛି, ହେଲେ ଭିତରେ ଲୋକ ରହୁଛନ୍ତି। କିଛି କ୍ବାର୍ଟର୍ସ ତାଲା ଭାଙ୍ଗି ଆଡ଼ା ଜମାଇଛନ୍ତି ବାଂଲାଦେଶୀ। ଭୁବନେଶ୍ବର ଛାତି ଉପରେ ସରକାରୀ କ୍ବାର୍ଟର୍ସ ଏଭଳି ବ୍ୟବହାର ହେଉଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ(ଜିଏ) କିମ୍ବା ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ଏଥିପ୍ରତି…

Read More
କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

କଟକ: କଟକ ସିଡିଏ ସେକ୍ଟର ୧୧ ନିକଟରେ ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇଜଣ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସିଡିଏସ୍ଥିତ ବୀରେନ୍ ମିତ୍ର ପାର୍କ ନିକଟକୁ ଆଜି ୪ ଜଣ ଯୁବ ଇଂଜିନିୟର ଗାଧୋଇବାକୁ ଯାଇଥିଲେ। ମୃତ ଓ ନିଖୋଜ ଯୁବକ ଦ୍ବୟ ମହାରାଷ୍ଟ୍ରର ନିବାସୀ ଥିଲେ। ଏମାନେ କଟକ…

Read More