Headlines

smarajit123@gmail.com

ବାଲେଶ୍ୱର: ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ଟପିଲା, ଅଧିକାରୀଙ୍କ ଛୁଟି ବାତିଲ

ବାଲେଶ୍ୱର: ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ଟପିଲା, ଅଧିକାରୀଙ୍କ ଛୁଟି ବାତିଲ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରାଜଘାଟ ଗାଁରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ଶନିବାର ଦିନ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ନଦୀକୂଳରେ ଥିବା ଲୋକଙ୍କ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବିପଦ ସଙ୍କେତ ଜାରି କରାଯାଇଛି। ଫଳସ୍ୱରୂପ, ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ୱରର ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ନଦୀର ପ୍ରବାହିତ ପାଣି ଯୋଗୁଁ ସୁବର୍ଣ୍ଣରେଖା ନଦୀକୂଳରେ ରହୁଥିବା ବାଉଁଶଖାନା ଏବଂ ମାଟିଖାନା ଗାଁର ଲୋକମାନେ ଆତଙ୍କିତ ଅଛନ୍ତି। ସୁବର୍ଣ୍ଣରେଖା…

Read More
କଂଗ୍ରେସର ନୂଆ ଟିମ୍: ତାରାପ୍ରସାଦ ବାହିନୀପତି ହେଲେ ଉପସଭାପତି

କଂଗ୍ରେସର ନୂଆ ଟିମ୍: ତାରାପ୍ରସାଦ ବାହିନୀପତି ହେଲେ ଉପସଭାପତି

ଭୁବନେଶ୍ୱର: କଂଗ୍ରେସ ନିଜର ନୂଆ ଟିମ୍ ଗଠନ କରିଛି। ଭକ୍ତ ଚରଣ ଦାସଙ୍କୁ ଗତ ଫେବ୍ରୁଆରିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଅଧ୍ୟକ୍ଷ କରାଯିବା ପରେ ଏବେ ଅନ୍ୟ ପଦ ପାଇଁ ଏଆଇସିସି ଅଧିକାରୀ ନିଯୁକ୍ତ କରିଛି। ଏଥିରେ କୋଷାଧ୍ୟକ୍ଷ, ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ଉପସଭାପତି ଯୋଡ଼ି ହୋଇଯାଇଛି।  ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଦଳ କୋଷାଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଉପସଭାପତି କରିଛି। ସେହିପରି ପୂର୍ବତନ…

Read More
ପୁଞ୍ଜିନିବେଶ ନାଁରେ ୧୦ ଲକ୍ଷ ଠକେଇ: ଓଡ଼ିଶାରୁ ବେଙ୍ଗାଲୁରୁ ଯାଏଁ ଲମ୍ବିଛି ଚେର, ୩ ସାଇବର୍‌ ଠକ ଗିରଫ

ପୁଞ୍ଜିନିବେଶ ନାଁରେ ୧୦ ଲକ୍ଷ ଠକେଇ: ଓଡ଼ିଶାରୁ ବେଙ୍ଗାଲୁରୁ ଯାଏଁ ଲମ୍ବିଛି ଚେର, ୩ ସାଇବର୍‌ ଠକ ଗିରଫ

ଭୁବନେଶ୍ବର: ଟଙ୍କା ନି‌ବେଶ ନାଁରେ ଲୋକଙ୍କୁ ଚୂନ ଲଗାଉଥିବା ୩ ସାଇବର୍‌ ଠକଙ୍କୁ ଭୁବନେଶ୍ବର ସାଇବର୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସିଦ୍ଧାର୍ଥ ପୂଜାରୀ, ଅବିନାଶ ସାହୁ ଓ ବିବେକ ସିଂ। ଏହି ୩ ସାଇବର ଠକ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବେଳେ ସେମାନଙ୍କ ଆକାଉଣ୍ଟରୁ ୫ ଲକ୍ଷ ୩୦ ହଜାର ଟଙ୍କା ଫ୍ରିଜ୍‌ କରାଯାଇଛି। ସେମାନଙ୍କଠାରୁ ଏକାଧିକ ଏଟିଏମ୍‌ କାର୍ଡ ଓ ପ୍ୟାନ୍‌ କାର୍ଡ, ୭ଟି ଚେକ୍‌ବୁକ୍‌, ଗୋଟିଏ ଲେଖାଏଁ…

Read More
ଜବରଦଖଲରେ ସରକାରୀ କ୍ବାର୍ଟର୍ସ: ତାଲା ଭାଙ୍ଗି ମାଡ଼ି ବସୁଛନ୍ତି, ସାଧାରଣ ପ୍ରଶାସନ-ପୂର୍ତ୍ତ ବିଭାଗ ଚୁପ୍‌

ଜବରଦଖଲରେ ସରକାରୀ କ୍ବାର୍ଟର୍ସ: ତାଲା ଭାଙ୍ଗି ମାଡ଼ି ବସୁଛନ୍ତି, ସାଧାରଣ ପ୍ରଶାସନ-ପୂର୍ତ୍ତ ବିଭାଗ ଚୁପ୍‌

ଭୁବନେଶ୍ବର: କେଉଁ କ୍ବାର୍ଟର୍ସରେ ବାଉଁଶ ଓ ବେତ ବ୍ୟବସାୟୀ ତ କେଉଁଠି ଗୁପ୍‌ଚୁପ୍‌। କେଉଁଠି ହୋଟେଲ୍‌ ଚାଲିଛି ତ ଆଉ କେଉଁଠି ଷ୍ଟୋର‌୍ରୁମ୍‌ ପାଲଟିଛି ସରକାରୀ କ୍ବାର୍ଟର୍ସ। କିଛି କ୍ବାର୍ଟର୍ସ ଆଗରୁ ତାଲା ପଡ଼ିଛି, ହେଲେ ଭିତରେ ଲୋକ ରହୁଛନ୍ତି। କିଛି କ୍ବାର୍ଟର୍ସ ତାଲା ଭାଙ୍ଗି ଆଡ଼ା ଜମାଇଛନ୍ତି ବାଂଲାଦେଶୀ। ଭୁବନେଶ୍ବର ଛାତି ଉପରେ ସରକାରୀ କ୍ବାର୍ଟର୍ସ ଏଭଳି ବ୍ୟବହାର ହେଉଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ(ଜିଏ) କିମ୍ବା ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ଏଥିପ୍ରତି…

Read More
କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

କଟକ: କଟକ ସିଡିଏ ସେକ୍ଟର ୧୧ ନିକଟରେ ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇଜଣ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସିଡିଏସ୍ଥିତ ବୀରେନ୍ ମିତ୍ର ପାର୍କ ନିକଟକୁ ଆଜି ୪ ଜଣ ଯୁବ ଇଂଜିନିୟର ଗାଧୋଇବାକୁ ଯାଇଥିଲେ। ମୃତ ଓ ନିଖୋଜ ଯୁବକ ଦ୍ବୟ ମହାରାଷ୍ଟ୍ରର ନିବାସୀ ଥିଲେ। ଏମାନେ କଟକ…

Read More