ଧନତେରସ୍ରେ ସୁନା ବଦଳରେ ରୂପା, ଛୋଟ କିଣାକିଣି ଓ ନୂଆ ଟ୍ରେଣ୍ଡ: ବଦଳୁଛି ପରମ୍ପରା ନା ଲୋକଙ୍କ ପକେଟ୍ର ଅବସ୍ଥା?
ମହଙ୍ଗା ସୁନା, ମୁଦ୍ରାସ୍ଫୀତି, ଆୟର ଚାପ ଓ ଅନିଶ୍ଚିତ ଆର୍ଥିକ ଭବିଷ୍ୟତ ମଧ୍ୟରେ ଧନତେରସ୍ର କିଣାକିଣି ଶୈଳୀରେ ଆସୁଛି ପରିବର୍ତ୍ତନ।ଧନତେରସ୍ ଆସିଲେ ଦିନେ ସୁନା ଦୋକାନରେ ଭିଡ଼ ଜମୁଥିଲା। ଲୋକେ ସାମର୍ଥ୍ୟ ଅନୁସାରେ ସୁନା ମୁଦ୍ରା, ଅଳଙ୍କାର କିମ୍ବା ରୂପା ବାସନ କିଣୁଥିଲେ। ଧାରଣା ଥିଲା, ଏହି ଦିନ ସୁନା କିମ୍ବା ରୂପା କିଣିଲେ ଘରକୁ ସମୃଦ୍ଧି ଆସେ। କିନ୍ତୁ ୨୦୨୬ର ଧନତେରସ୍ରେ ଏହି ପରମ୍ପରା ସହିତ ଯୋଡ଼ି ହୋଇଛି ଆଉ ଏକ ନୂଆ ବାସ୍ତବତା। ସୁନାର…