Headlines
ମଡେଲ 'ଲା ଚୋକୋଲାଟିଟା'ଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାଣ୍ଡରେ ଫୁଟବଲର୍ ପେଡ୍ରୋ ଆକିନୋଙ୍କର ହାତ ନାହିଁ କହିଲା ପେରୁ ପୋଲିସ

ମଡେଲ ‘ଲା ଚୋକୋଲାଟିଟା’ଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାଣ୍ଡରେ ଫୁଟବଲର୍ ପେଡ୍ରୋ ଆକିନୋଙ୍କର ହାତ ନାହିଁ କହିଲା ପେରୁ ପୋଲିସ

ପେରୁର ପ୍ରସିଦ୍ଧ ଓନ୍ଲିଫ୍ୟାନ୍ସ ଏବଂ ଟିକ୍‌ଟକ୍ ମଡେଲ ରାଇଜା ଜୋସେଲିନ୍ ମାର୍ଟିନେଜ୍ କୋପା, ଯିଏକି ନିଜର ପ୍ରଶଂସକଙ୍କ ମଧ୍ୟରେ ‘ଲା ଚୋକୋଲାଟିଟା’ (La Chocolatita) ନାମରେ ବେଶ୍ ପରିଚିତ ଥିଲେ, ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଆପାର୍ଟମେଣ୍ଟ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ମୁହଁରେ ଆଢେସିଭ୍ ଟେପ୍ (adhesive tape) ଲଗାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ଚାଞ୍ଚଲ୍ୟକର ତଥ୍ୟ…

Read More