ଋଷଭ ପନ୍ତ ଏମଏସ ଧୋନିଙ୍କୁ ପଛରେ ପକାଇ 3000 ଟେଷ୍ଟ ରନ ପୂରଣ କଲେ
ଗୁରୁବାର ଦିନ ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ 3000 ରନ ପୂରଣ କରି ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ ୱିକେଟକିପର-ବ୍ୟାଟସମ୍ୟାନ ହୋଇଛନ୍ତି।ପନ୍ତ ଶୁକ୍ରବାର ଦିନ ଲିଡ୍ସ ହେଡିଙ୍ଗଲିରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନ, ଏହି ସଫଳତା ହାସଲ କରିଛନ୍ତି। ଏହା ଉଭୟ ଦେଶ ପାଇଁ 2025-27 ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC) ଚକ୍ରର ମଧ୍ୟ ଆରମ୍ଭ।ପନ୍ତ ପ୍ରଥମ ଦିନ ଶେଷରେ…