ପୁଞ୍ଜିନିବେଶ ନାଁରେ ୧୦ ଲକ୍ଷ ଠକେଇ: ଓଡ଼ିଶାରୁ ବେଙ୍ଗାଲୁରୁ ଯାଏଁ ଲମ୍ବିଛି ଚେର, ୩ ସାଇବର୍ ଠକ ଗିରଫ
ଭୁବନେଶ୍ବର: ଟଙ୍କା ନିବେଶ ନାଁରେ ଲୋକଙ୍କୁ ଚୂନ ଲଗାଉଥିବା ୩ ସାଇବର୍ ଠକଙ୍କୁ ଭୁବନେଶ୍ବର ସାଇବର୍ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସିଦ୍ଧାର୍ଥ ପୂଜାରୀ, ଅବିନାଶ ସାହୁ ଓ ବିବେକ ସିଂ। ଏହି ୩ ସାଇବର ଠକ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବେଳେ ସେମାନଙ୍କ ଆକାଉଣ୍ଟରୁ ୫ ଲକ୍ଷ ୩୦ ହଜାର ଟଙ୍କା ଫ୍ରିଜ୍ କରାଯାଇଛି। ସେମାନଙ୍କଠାରୁ ଏକାଧିକ ଏଟିଏମ୍ କାର୍ଡ ଓ ପ୍ୟାନ୍ କାର୍ଡ, ୭ଟି ଚେକ୍ବୁକ୍, ଗୋଟିଏ ଲେଖାଏଁ…